
tariq aziz - tattoo bali كلمات أغنية
ହଁ ମାଲାମାଲ figure ତାର मस्त हसीना
ଆରେ ଚିକିମିକି hairstyle କଲା ଦିୱାନା
ହଁ ମାଲାମାଲ figure ତାର मस्त हसीना
ଚିକିମିକି hair style କଲା ଦିୱାନା
कमरिया ଲଚକେଇକି
ମନ ନେଲା ଚୁପକେଇକି
ଗୁଡ଼ଗୁଡ଼ ଗୁଡ଼ମାଠିଆ
ଗୋଡେଇ ଗୋଡେଇ ତାକୁ ମଲି
ହାଏରେ tatoo ବାଲି, ହୋଏ ହୋଏରେ tatoo ବାଲି
जान_ए_जिगर सारी उम्मर ତୋ ନାଁରେ ଲେଖିଦେଲି
ହାଏରେ tatoo ବାଲି, ହାଏରେ tatoo ବାଲି
जान_ए_जिगर सारी उम्मर ତୋ ନାଁରେ ଲେଖିଦେଲି
tatoo ବାଲି
tatoo ବାଲି
ତୋ ନାଁରେ ଲେଖିଦେଲି
ହାଏରେ
ହୋଏ ହୋଏରେ
जान_ए_जिगर सारी उम्मर
ଆରେ miss call ଦେଲା ଯେବେ सरमी ଆଖିରେ
ring ହଉଚି ଛାତିରେ
ତାରି ପାଇଁ ନିଦ ଭାଙ୍ଗେ ଅଧରାତିରେ
ହଁ ସିଲସିଲିଆ age ତାର silky जवानी
ସତେ चिकनी ଚାନ୍ଦିନୀ
ଚୂନେରୀ ଯେବେ ଉଡେଇଦେଲା ପଗଲା ହେଲିଣି
ଲାଲ ଲାଲ ଓଠ ତାର lipstick ବଢିଆ
ଫଡଫଡ଼ ଉଡୁଛି ହାଏ ଚଟ଼କୀ चिड़िया
ହାତ ଚୁଡ଼ି ଖନକେଇକି
ଚାଲିଗଲା ଛମକେଇ କି
ଝୁମ ଝୁମ ଝୁମକାବାଲି
ଗୋଡେଇ ଗୋଡେଇ ତାକୁ ମଲି
ହାଏରେ tatoo ବାଲି, ହୋଏ ହୋଏରେ tatoo ବାଲି
जान_ए_जिगर सारी उम्मर ତୋ ନାଁରେ ଲେଖିଦେଲି
ହାଏରେ tatoo ବାଲି, ହାଏରେ tatoo ବାଲି
जान_ए_जिगर सारी उम्मर ତୋ ନାଁରେ ଲେଖିଦେଲି
ହାଏ କାଚ ମାର୍କା ଚେହେରା ତାର ନଂଘା height
ମୁଁ day night
ତାରି ପାଇଁ ହଉଚି ଖାଲି left right
ଆରେ ଲାଗୁଚି ସିଏ one piece ସୁନ୍ଦରୀ ଝିଅ
କେହି ତା ପରି ନୁହଁ
ମନ କହେ ତା मम्मी ର ହେବି ଜ୍ବଇଂ ପୁଅ
ଝାଲାମାଲା ହେଇଛି ଭାରି ସୁନା ଇଲିସି
ଜାଲ ମାଡ ଖାଇନି ଜମା ଯାଉଛି ଖସି
କେବେ ତାକୁ ଶୂଲପେଇକି
ଦିଲ ଦେବି ହଲକେଇକି
ଗୁଲ ଗୁଲ ଗୁଳବାଦନ
ଗୋଡେଇ ଗୋଡେଇ ତାକୁ ମଲି
ହାଏରେ tatoo ବାଲି, ହୋଏ ହୋଏରେ tatoo ବାଲି
जान_ए_जिगर सारी उम्मर ତୋ ନାଁରେ ଲେଖିଦେଲି
ହାଏରେ tatoo ବାଲି, ହାଏରେ tatoo ବାଲି
जान_ए_जिगर सारी उम्मर ତୋ ନାଁରେ ଲେଖିଦେଲି
tatoo ବାଲି
tatoo ବାଲି
ତୋ ନାଁରେ ଲେଖିଦେଲି
ହାଏରେ
ହୋଏ ହୋଏରେ
जान_ए_जिगर सारी उम्मर
كلمات أغنية عشوائية
- luca (tx) - saw your ghost كلمات أغنية
- king gizzard & the lizard wizard - tezeta كلمات أغنية
- gusus - no vale la pena كلمات أغنية
- via vallen - antara kau dia dan aku كلمات أغنية
- andy shauf - the greatest moments كلمات أغنية
- mormor - lost كلمات أغنية
- roadside - rain كلمات أغنية
- iryne rock - just for you كلمات أغنية
- vacations - honey كلمات أغنية
- sunset rollercoaster - 10-year-taipei (matured '17) كلمات أغنية