
sourin feat. ira mohanty - tu tu tu kahibu na mu title كلمات أغنية

ବେବିତୁ ଆଜିକାଲି ହାୟ୍ ମୋ dreamକୁ ଆସି
ଝଲମଲକରୁଛି
ଜାନୁତୁ ଆଜିକାଲି ହାୟ୍ ମୋ heartକୁ ଆସି
ହଲଚଲ କରୁଛି
ପ୍ରଥମେ କିଏ ଖୋଲିବ ମୁହଂ
ପ୍ରଥମେ କିଏ ଶୁଣିବ କହ
ସେଇ ପଦେ i love you
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ…
ଭଲ ପାଇବା ପାଇଁ ଭଲ ତ ପାଆନ୍ତି କେତେ
ହେଲେ ଯେ କହିବା ପାଇଁ
କାହିଁକି ଡରନ୍ତି ଏତେ
ହାଁ ଅଜଣାଡରରେ ଆମେ କହତ ରହିବା କେତେ
କହିବାକୁ ହବ ଦିନେ
ତତେ ହଉ ଅବା ମୋତେ
ତୁ ଛାଡିଦେ ଟିକିଏ ଡର
ମୁଁ ଛାଡିବି ଟିକିଏ ଡର
ଶୁଣିବାକୁ i love you.
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ…
ହାଁ କିଏ ସେ କହିବ ଆଗ
ଏଇ କଥାପଦେ ଖୋଲି
ଭାବୁଭାବୁ ସମୟଟା ଦୂରକୁନଯାଉ ଚାଲି
ହାଁ କହିବ କହିବ ବୋଲି ଯିଏ ପାରେନାହିଁ କହି
ପେ୍ରମର ଅନେକ ଗପ ଅଧାରେ ଯାଇଛି ରହି
ଏ ଗପ ଆମ ଅଧା ନ ରହୁ
ଆରମ୍ଭ ଆଗୁ ସରି ନ ଯାଉ
କେହି କହୁ i love you…
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
ତୁ ତୁ ତୁ ତୁ ତୁ କହିବୁ ନା ମୁଁ(both)
ତୁ ତୁ ତୁ ତୁ ତୁ କହିବୁ ନା ମୁଁ
(cr jagan singh)
كلمات أغنية عشوائية
- mor ve ötesi - az çok كلمات أغنية
- ogone - nun è normal كلمات أغنية
- voltax - obsession for the dark كلمات أغنية
- daniela romo - amar de este modo كلمات أغنية
- tv·2 - kys bruden كلمات أغنية
- nik & jay - lær mig at elske dig كلمات أغنية
- pmd - shade business (album instrumental) كلمات أغنية
- chumbawamba - unilever - how to succeed in business كلمات أغنية
- floral bugs - ey yo كلمات أغنية
- yasmien kurdi - umaambisyon كلمات أغنية