kalimah.top
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

prateek,ishwari,ashish,antara - ଲାଲ୍ ମନ୍ଦାର كلمات أغنية

Loading...

[instrumental]

ହଲଦୀୟା ରଙ୍ଗର ସାଗୁଆ ଚୁଡି ବାନ୍ଧି ହେଇ ଥିଲି ଯୋଡ଼ି
ମନ ଦିଆ ନିଆ ଭଲ ପାଉ ଥିଲି ଲୁକି ଲୁକି କରି

ଏ ଗୁଟେ ନଜରେ ଜେନ ଦେଖୁଛୁ ମୋତେ
ଆଏଜ୍ କାନା କହ ହେଇଛେ ତୋତେ
ଆହା ମୋର ବୋଙ୍ଗୋଲା ପାନ
ତୋତେ ବୁଲେଇ ନେତି ସୋତେ ଧନ
ଲାଲ ମନ୍ଦାର ଗୁଟେ ଅଲଗା ଦିଶୁଛ ଆଜି ମୁକ୍ଲା ବାଲେ ଜେନ ଖୁଞ୍ଜିଞ୍ଚୋ ମୋଲି
ଏ ଲାଲ ମନ୍ଦାର ଗୁଟେ ଅଲଗା ଦିଶୁଛୁ ଆଜି ମୁକ୍ଲା ବାଲେ ଜେନ ଖୁଞ୍ଜିଞ୍ଚୋ ମୋଲି

ଏଇ ସାଙ୍ଗ ସହେଲି ଥିଲେ ଦୁରୁ ହେଶୋ ବାରି
ପାସ୍କେ ଗୋଲ ଧୋନ ତୁମେ ଯାଉଛ ଲାଜେଇ
ଧନ ଯାଉଛ ଗୋ ପୁରା ଜଳି
ଲାଲ ମନ୍ଦାର ଗୁଟେ ଅଲଗା ଦିଶୁଛି ଆଜି ମୁକ୍ଲା ବାଲେ ଜେନ କୁଚିଛ ଛୋ ମୋଲି
ହଁ ଜାଣି ଥିଲି ମୁଇ ସତେ ସଜେଇ ହେଲା ଦିନୁ ଦେଖିଲି ଏନ୍ତା ଆ କହେବ ବୋଲି

ଏ ଗୋଲ ମୁହୁ ଲାଲ ବିନ୍ଦୀୟ
ଚୁରାଲା ହେଇ ରେ ନିନ୍ଦୀୟ
ଚାକି ଚାହାନି ତାର ମୁଲକି ହସି ମୋତେ କଲା ନ ରସିୟା
ସୁନ୍ଦରୀ ହେଇଛେ ବୋଲି ପୋଛେ ଯୋଡ଼ିଛୋ ଗୋ ଖାଲି

କିଏ ଜାନିଛେ ଅରୁ କେ ଏନ୍ତା କହି ଦେଖିବ ବୋଲି
ହାଇ ତମୋର୍ ଲେଖେ କେହି ନେଇ ଦେଖି ତ ମୁଇ
ପୋହେଲା କରି ଭଲ ପାଉଛେ ଜନୁଛୋ କି ନାଇ
ତମୋର ହୋସି ଥି ମୁଇ ଫଶୀ ଗୋଲି
ଜାନି ଥିଲି ଗୋ ମୋର ସୁନ୍ଦରୀ ହସି ଦେଖି
ରୋଷୀୟା ଏନ୍ତା ଆ କୋହିବୋ ବୋଲି

ଲାଲ୍ ମନ୍ଦାର ଗୁଟେ ଅଲଗା ଦିସୁଛ ଆଜି ମୁକ୍ଲା ବାଲେ ଜେନ କୁଚି ଛୋ ମଲି
ହଲଦୀୟା ରଙ୍ଗର ସାଗୁଆ ଛିଡି ବାନ୍ଧି ହେଇ ଥିଲି ଯୋଡ଼ି
ମନ ଦିଆ ନିଆ ଭଲ ପାଉ ଥିଲି ଲୁକି ଲୁକି କରି

ହାଇ ପୋଡ଼ି ଗୋଲ ପ୍ରେମ ନୋଜୋରେ
ଲାଜେ ଲାଜେ ମୁଇ ମୋନେ
ନେଇ ଯା ନ ସଙ୍ଗେ ସଙ୍ଗେ ରସିଆ ମନ ନାଇ ଲଗୁଛେ ଘୋରେ

ସବୁ କଥା ବୁଝି ହେଲା ନ ଆରୂ କିଛି ନା କହନ
ଇ ଥର ଫଗୁନେ ନେଇ ଜୀମି ମୁଇ ତୋତେ ସୁଝେ ବୀହା ଲଗନ

ଏ ମୋର କୁଆଁରୀ ମନ ଠାପେ ଆର୍ ନାଇନୋ
ତୋମୋର୍ ଲାଗି ସଜେଇ ହେଇ ଦେଖୁଛ ସପନ
ମୋତେ ନେଇଯା ଗୋ ମୋତେ ବୁଲି

ଲାଲ୍ ମନ୍ଦାର ପୁରା ଖାତ୍ରା ଦିଶୁଛ ଆଜି ମୁକ୍ଲା ବାଲେ ଜେନ୍ କୁଚି ଛୋ ମଲି
ହେ ହେ ଜାଣି ଥିଲି ମୁଇ ସତେ ସୋଜେଇ ହେଲା ବେଲୁ ଦେଖିଲି ଏନ୍ତା ହଁ କୋହେ ବୋ ବୋଲି

ଲାଲ ମନ୍ଦାର ଗୁଟେ ଅଲଗା ଦିଶୁଛି ଆଜି ମୁକ୍ଲା ବାଲେ ଜେନ କୁଚି ଛ ମଲି

[instrumental]

كلمات أغنية عشوائية

كلمات الأغنية الشائعة حالياً

Loading...