
humane sagar - dhima dhima akhi haye to prema كلمات أغنية
humane sagar & dipti rekha padhi dhima dhima akhi haye to prema
ଧିମା_ଧିମା ଆଖି
ମିଠା_ମିଠା ସ୍ୱପ୍ନ
କହେ କେତେ କଥା କିବା ରାତି_ଦିନ
ଜିଉଁଛି ମରୁଛି ମୁଁ, ଦିନ_ରାତି ତୋ ଛୁଆଁରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ମାରିଦେଲାରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ମାରି, ମାରି
ହାଏରେ ମୋତେ ମାରି, ମାରି
ହାଏରେ ମୋତେ ମାରିଦେଲାରେ
ଓଦା_ଓଦା ମନ
ମିଠା_ମିଠା ପ୍ରେମ
କହେ କେତେ କଥା କିବା ରାତି_ଦିନ
ଜଳୁଛି ଲିଭୁଛି ମୁଁ ଦିନ_ରାତି ତୋ ପ୍ରେମରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ସାରିଦେଲାରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ସାରି, ସାରି
ହାଏରେ ମୋତେ ସାରି, ସାରି
ହାଏରେ ମୋତେ ସାରିଦେଲାରେ
(you got a heart of me, desp_cito)
ସପନେ ଆସୁଛୁ, ସପନେ ହସୁଛୁ, ସପନେ ଋଷୁଛୁ ତୁ
ହାଏରେ ମରିଯାଏ ମୁଁ
ମେଘର ଦୋଳିରେ, ଫୁଲର ଥାଳିରେ ଛୁଇଁଦେଇ ଯାଉ ତୁ
ହାଏ ରେ ମରିଯାଏ ମୁଁ
ଭିଜା_ଭିଜା ମନ ମହୁଝରା ଦିନ
କହେ କେତେ କଥା କିବା ରାତି ଦିନ
ଝରୁଛି ଝୁରୁଛି ମୁଁ ଦିନ_ରାତି ତୋ ପାଇଁ ରେ
ହାଏ ତୋ ମନ, ତୋ ମନ
ମୋତେ ଚିରି ଦେଲାରେ
ହାଏ ତୋ ମନ, ତୋ ମନ
ହାଏରେ ମୋତେ ଚିରି, ଚିରି
ହାଏରେ ମୋତେ ଚିରି, ଚିରି
ହାଏରେ ମୋତେ ଚିରି ଦେଲାରେ
كلمات أغنية عشوائية
- mandragore - cold faith كلمات أغنية
- pam tillis - a great disguise كلمات أغنية
- earth wind fire - anything you want كلمات أغنية
- mastiphal - aim كلمات أغنية
- masachist - drilling the nerves كلمات أغنية
- naysayer - twisted game كلمات أغنية
- wayne static - the creatures are everywhere كلمات أغنية
- k d lang - it's happening with you كلمات أغنية
- malevolent creation - envenomed كلمات أغنية
- johnny cash - galway bay كلمات أغنية