kalimah.top
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

humane sagar - batabana hela mo prema كلمات أغنية

Loading...

ତୋ କଥା ମୁଁ ମାନି ନିଏ ସବୁ
ରାତି କୁ କହିଲେ ଦିନେ
ଏ କଥା କୁ ମାନିଲି ସହଜେ

ସୂର୍ଯ୍ୟ କୁ କହିଲୁ ଜହ୍ନ

କେମିତି ମାନିବି ଏଇ କଥା ତୋର
କେମିତି ମାନିବି ଏଇ କଥା ତୋର
ନାହିଁ ତୋର ମୋ ପାଇଁ ପ୍ରେମ

ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ

ରାତି ମୋର କଟି ଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରସିଲୁ
ମୋ ପଲକ ଫାଙ୍କ ଦେଇ

ଛାତି ରେ ସାଇତି, ସବୁ ସ୍ମୃତି ତୋର
ଛାତି ରେ ସାଇତି, ସବୁ ସ୍ମୃତି ତୋର
ହବ ନାହିଁ କେବେ ବି ଶୂନ୍ୟ

ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ

ଚାଲୁ ଥିଲୁ ସାଥେ ସାଥେ
ଛାଇ ଟିଏ, ମୋର ହେଇ
ତୁ ଗଲା ପରେ ପରେ
ରହିଛି ତୋ ବାଟ ଚାହିଁ

ହେ, ଚାଲୁ ଥିଲୁ ସାଥେ ସାଥେ
ଛାଇ ଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଛି ତୋ ବାଟ ଚାହିଁ

ଆଜିବି ବିଶ୍ୱାସ ଅଛି, ଦିନେ ତୋର
ଆଜିବି ବିଶ୍ୱାସ ଅଛି, ଦିନେ ତୋର
ବରସିବ ମୋ ପାଇଁ ପ୍ରେମ

ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ

كلمات أغنية عشوائية

كلمات الأغنية الشائعة حالياً

Loading...