
babushaan mohanty - ନିଛାଟିଆ ମନ كلمات أغنية
ମତେ ଦେଖା ଦିଅ କି ତୁମେ
ରତ ରତ ସଞ୍ଜ ବେଳ ରେ
ତୁମେ ଆଉ କେହି ନୁହେ ମୋ
ନିଛାଟିଆ ମନ ର ଛାଇ
ଯେବେ ସୂରୁଜ ଶୋଇ ଯାଏ ମସିଣା ପାରି
ଲୁହା ବତୁରା ତକିଆ କୁ ଛାତି ରେ ଧରି
ଏଇ ମନ ଯାଗୀ ରହେ ତାରା ତେ ହେଇ
ନିଜ ସାଥୀ ହିଁ ତାର ଭାରି ଲଢେଇ
ମତେ ଦେଖା ଦିଅ କି ତୁମେ
ରତ ରତ ସଞ୍ଜ ବେଳ ରେ
ତୁମ୍ଭ ଆଉ କେହି ନୁହେ ମୋ
ନିଛାଟିଆ ମନ ର ଛାଇ
ବୁଲା ଫକିର ହେଇ ମୁଁ ଚାଲେ
ପାହାଡ ଛାଇ ରେ
ମୋ ଝୁଲା ମୁଣି କୁ ଭରି ଦେଲ
ତୁମେ ଅନିଚ୍ଛା ରେ
ଏ ବିଜୁଳି ଆଲୁଅରେ ନିଜ
ମୁହଁ ଖୋଜି ଦେଖ
ଅଣଦେଖା କରିଛ ଯାହାକୁ
ସେ ବୋଧେ ତୁମର
ତୁହାକୁ ତୁହା ବର୍ଷା ଲୁହ ହୋଇ ବହେ ରେ
ଅସର ପଡ଼େନି ହେଲେ କଇଁ କହେ ରେ
ମତେ ଦେଖା ଦିଅ କି ତୁମେ
ରତ ରତ ସଞ୍ଜ ବେଳ ରେ
ତୁମେ ଆଉ କେହି ନୁହେ ମୋ
ନିଛାଟିଆ ମନ ର ଛାଇ
ଚାରି କାନ୍ଧ ପାଲିଙ୍କି ରେ ଜୀବନ ପରଦା କୋହରେ
ନିଜ ଏକାକି ପଣ ରେ ବହୁ ଦୂରେ ଫେରି ଯାଏ
ନାନା ବାୟା ଗୀତ ବୋଲି ତାକୁ ମୁଁ କି ଜଗାଏ
ଆପଣା ଗାଲ କୁ ତା ପାପୁଲି ରେ କାହିଁ ଛୁଆଏଁ
ଆଣ୍ଟିରେ ତୁ ମୋ ଖୁଞ୍ଚି ଦେଇ ସ୍ମୁତି ଅନେକ
ସେ କେଉଁ ରାଇଜ ଗଲା ଶୁଭେନି ଡାକ
ମତେ ଦେଖା ଦିଅ କି ତୁମେ
ରତ ରତ ସଞ୍ଜ ବେଳ ରେ
ତୁମେ ଆଉ କେହି ନୁହେ ମୋ
ନିଛାଟିଆ ମନ ର ଛାଇ
كلمات أغنية عشوائية
- cooksofficial - the avenger كلمات أغنية
- fortisakharof - פורטיסחרוף - hafuch - הפוך كلمات أغنية
- alex seibel - brittle steps كلمات أغنية
- steve spacek - thursdays كلمات أغنية
- $atori zoom - olympia كلمات أغنية
- tomoe - supra كلمات أغنية
- kc - petition كلمات أغنية
- linda hesse - völlig normal كلمات أغنية
- bluma petersen - holding on to you كلمات أغنية
- eubas raidi - holofotes كلمات أغنية