
azaad shaikh - brahmapur anthem - 760001 كلمات أغنية
check! check!! mic check bole han!
azaaaaad with bamalone…. (hahaha)
ମୁଁ rhyme କରିବି ଯେତେ ମୋର shine କରିବ ସହର ସେତେ ଥର
ଆସ ଥରେ ବୁଲି ଯିବ ମୋର ବ୍ରହ୍ମପୁର
ସବୁ ଖୁସି ଆମ ବ୍ରହ୍ମପୁର ବାସୀ
ryyyt na କହିଦେଲେ ସବୁ ଦିଏ ହସି
760001 ଏଇଟା ମୋର ବ୍ରହ୍ମପୁର କଣ? ବ୍ରହ୍ମପୁର!
ଦେଖ ଆସିଗଲା ମୋର ବଡ ବଜାର
ମିଳେ ଜିନିଷ ହଜାର
ବେଶୀ କରିବୁନି ବିଚାର
ଦାନ୍ତିକିଲି ପାମ୍ପଡ ସହିତ ଖାଇବୁ ଆଚାର
ଜାତି ମୋର ଡେରା , ଲାଗିବ ତୋ ମା ଭଉଣୀ କେରେକେରା
ଥରେ ପିନ୍ଧିବ ଯଦି ଆମ ହାତ ପାଟ ଶାଢ଼ୀ
କଣ କଣ ? ଠିକ କହିଲି ତ ଲାଡି
ହଜି ଯିବୁ ଏଇଠି ଯେତେ ଅଛି ରାସ୍ତା
ganesh market ଜିନିଷ ଶସ୍ତା
ସବୁ ଆମ ଆଗରେ chai କମ ପାଣି
ଆସିବ ଜଗିଥା ମା ବୁଢ଼ୀ ଠାକୁରାଣୀ
ଦି ବର୍ଷ ରେ ମା ଗଟେ ଥରେ ଆସେ
ଆସିଗଲେ ଖୁସି ଆମ ଘର ଘର ବାସେ
5 ଟଙ୍କା ରେ ମିଳେ ବାଟି soda କାଚ
ଆସେ ଥରେ ଦେଖିବୁ ଆମ ଦଣ୍ଡ ନାଚ
ବଡ ଧୁମ ଧାମ ରେ ଚାଲେ ଏଠି ଯାତ୍ରା
ରାତି ସାରା ବୁଲିବୁ ହେଇକି ଆମେ ବାତ୍ରା
ହେଃ ବନ୍ଦ କରେ ତୋର diet ର drama
ଚାଲେ ବାଜୁ ଚଣା ଟିକେ ଆଉ ପୁରୀ ଉପୁମା
760001 ଏଇଟା ମୋର ବ୍ରହ୍ମପୁର କଣ? ବ୍ରହ୍ମପୁର!
ଘରେ ମତେ ମନ କଲେ ଖଲିକୋଟ college
କିନ୍ତୁ , ସେଠି ପଢିକି ଆସିଗଲା ରେ knowledge
ସପ୍ତାହ ର କରିଦିଏ tension ଦୂର
ବୁଲି ଆସିଲେ ଥରେ ଗୋପାଳପୁର
ସନ୍ଧ୍ୟା ର target ଅନ୍ନପୂର୍ଣ୍ଣା market
ଚାଲେ ଟିକେ round ମାରି ଆସେ first gate
ତାପରେ ବଜେଇବା chicken ପକୋଡା ଦି ପିଲାଟେ
ଆଉ ଘର ଯଦି କିଏ କହିଦିଏ ଆମ୍ଭପୁଆ !
ଲାଗେନା ରେ ପୁଅ ଭାରି danger ଛୁଆ..
760001 ଏଇଟା ମୋର ବ୍ରହ୍ମପୁର କଣ? ବ୍ରହ୍ମପୁର!
760001 ଏଇଟା ମୋର ବ୍ରହ୍ମପୁର କଣ? ବ୍ରହ୍ମପୁର!
ଯାତ୍ରା ସରିଲା ବେ ଗହଳି କାଡ ଚାଲ!!
كلمات أغنية عشوائية
- alister - living hell كلمات أغنية
- forgotten woods - one day كلمات أغنية
- crystallion - the battle... higher than the sky كلمات أغنية
- fireball ministry - two tears كلمات أغنية
- fireball ministry - vim كلمات أغنية
- tom bertram - bring her home كلمات أغنية
- josh ritter - southern pacifica كلمات أغنية
- marvel - over again كلمات أغنية
- cut the act - makeshift apologies كلمات أغنية
- avantasia - crestfallen كلمات أغنية